ବିଶ୍ୱ ହକର ଦିବସ ପାଳିଲା ‘ଭୁବନେଶ୍ୱର ଖବରକାଗଜ ବିତରକ ସମନ୍ୱୟ ସଂଘ’

ଭୁବନେଶ୍ୱର: ବିଶ୍ୱ ହକର୍‌ ଦିବସ ଅବସରରେ ଭୁବନେଶ୍ୱରରେ ଥିବା ସମସ୍ତ ଖବରକାଗଜ ବିତରକ ଆସୋସିଏସନ୍‌ର ମିଳିତ ସହଯୋଗରେ ଏକ ସମନ୍ୱୟ କମିଟି ଗଠିତ ହୋଇଯାଇଛି। ଏହାର ମୂଳ ଲକ୍ଷ୍ୟ, ସହରର ସମସ୍ତ ବିତରକମାନଙ୍କ ସାମାଜିକ ସୁରକ୍ଷା, ଆର୍ଥିକ ଉନ୍ନତି ଏବଂ ସମାଜରେ ଖବରକାଗଜ ବିତରକମାନେ ସମ୍ମାନର ସହ ବଞ୍ଚିବାର ହକ୍‌ ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରଖିବା। ଏହାସହ ଉକ୍ତ ସଂଗଠନର ନୂଆ କରି ନିର୍ବାଚିତ ହୋଇଥିବା ସମସ୍ତ … Continue reading ବିଶ୍ୱ ହକର ଦିବସ ପାଳିଲା ‘ଭୁବନେଶ୍ୱର ଖବରକାଗଜ ବିତରକ ସମନ୍ୱୟ ସଂଘ’